• src
    Flood
    in Odisha
     
    Kalahandi ,Rayagada,Balasore,Bhadrak,keonjhar districts
  • src
    Odisha State
    Disaster Management
    Authority
     
    Training
  • src
    Workshop on
    Preparation
    of Relief
     
    Loading Relief in Helicopter for flood area
  • src
    Workshop on
    Loading
    Helicopter
     
    for Flood Area
ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଶ୍ରୀ ସୁରେଶ ପୂଜାରୀ ମାନ୍ୟବର ମନ୍ତ୍ରୀ Shri Suresh Pujar
ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଆଇଏଏସ୍ ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ Shri Shri Rajesh Prabhakar Patil, IAS

 ପାଣିପାଗ ସତର୍କ ସୂଚନା


ସ୍ୱତନ୍ତ୍ର ସହାୟତା ସଂସ୍ଥା ବିଷୟରେ

୧୯୬୫ -୬୬ ମସିହାରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓ ପରବର୍ତ୍ତୀ ସମୟରେ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ସାହାଯ୍ୟ ସଂସ୍ଥା ଗଠିତ ହୋଇଥିଲା | ବର୍ତ୍ତମାନ ଏହା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଏକ ସମନ୍ୱିତ ବିଭାଗ ଭାବରେ କାର୍ଯ୍ୟ ନିର୍ବାହ କରୁଅଛି | ସଂସ୍ଥା ସ୍ଥାପନ ଠାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଏହି ସହାୟତା ସଂସ୍ଥାର କାର୍ଯ୍ୟ ପରିସର ବିଭିନ୍ନ ଦିଗରେ ପରିବର୍ଦ୍ଧିତ ହୋଇଅଛି | ବର୍ତ୍ତମାନ ଏହା ବିପର୍ଯ୍ୟୟ ପରିଚାଳନା ତଥା:- ବିପର୍ଯ୍ୟୟ ନିରାକରଣ, ବିପର୍ଯ୍ୟୟ ପ୍ରଶମନ, ବିପର୍ଯ୍ୟୟ ପାଇଁ ପ୍ରସ୍ତ୍ରୁତି, ବିପର୍ଯ୍ୟୟ ଦ୍ୱାରା କ୍ଷୟକ୍ଷତିର ଭରଣା ଓ ତତପରବର୍ତ୍ତୀ ସହାୟତା ଏବଂ ଥଇଥାନ ବିଷୟ ଉପରେ କାର୍ଯ୍ୟ କରୁଛି ....ଅଧିକ ପିଢିବା

Cyclone

ବାତ୍ୟା

ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେଉଥିବା ଗ୍ରୀଷ୍ମମଣ୍ଡଳୀୟ ବାତ୍ୟା/ ଘୁର୍ଣ୍ଣିଝଡ ମାନଙ୍କ ମଧ୍ୟରେ ଓଡ଼ିଶାରେ ଅନୁଭୂତ ହେଉଥିବା ବାତ୍ୟା / ଘୁର୍ଣ୍ଣିଝଡ ହୋଇଥାଏ ଓ ଏହି ଝଡଦ୍ୱାରା ପ୍ରଭୃତ କ୍ଷୟକ୍ଷତି ହୋଇଥାଏ |

Flood

ବନ୍ୟା

ନିରବଚ୍ଛିନ୍ନ ବୃଷ୍ଟିପାତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଥାଏ | ଏହାଦ୍ୱାରା ସାଧାରଣ ସମ୍ପତ୍ତି ଗୁଡିକର ପ୍ରଭୃତ କ୍ଷତିସାଧନ ହୋଇଥାଏ |

Fire

ଅଗ୍ନି

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବାସଗୃହ ଗୁଡିକ ଝାଟିମାଟିରେ ନିର୍ମିତ ଚାଳଘର ହୋଇଥିବା ଯୋଗୁଁ ସହଜରେ ଅଗ୍ନିକାଣ୍ଡର ଶିକାର ହୋଇଥାଏ | ଏହି ଅଗ୍ନିକାଣ୍ଡ ଯୋଗୁଁ ସାଧାରଣ ଜନଜୀବନର ପ୍ରଭୃତ କ୍ଷତିସାଧନ ହୋଇଥାଏ |

Sunstroke

ଅଂଶୁଘାତ

ମନୁଷ୍ୟ ଶରୀରର ତାପମାତ୍ରା ସାଧାରଣତଃ ୪୦ ଡିଗ୍ରୀ ସେଲସିୟସ (୧୦୪ ଡିଗ୍ରୀ ଫରେନାଇଟ ) ଠାରୁ ଅଧିକ ହେଲେ , ମନୁଷ୍ୟ ଅଂଶୁଘାତର ଶିକାର ହୋଇଥାଏ |ପ୍ରଚଣ୍ଡ ଗ୍ରୀଷ୍ମପ୍ରଵାହରେ ଅଧିକ ସମୟ ବିଚରଣ କରିବା ଦ୍ୱାରା ଶରୀର ତାପମାତ୍ରା ବୃଦ୍ଧି ପାଇଁ ମନୁଷ୍ୟ ଅଂଶୁଘାତର ଶିକାର ହୋଇଥାଏ |

+30
°
C
H: +30°
L: +26°
Bhubaneswar
Wednesday, 19 July
See 7-Day Forecast
Thu Fri Sat Sun Mon Tue
+28° +29° +30° +30° +30° +30°
+25° +26° +27° +27° +27° +27°

ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ

odisha map

ମୋବାଇଲି ନଂବର ରେଜିଷ୍ଟ୍ର

ଗୁରୁତ୍ୱପୂର୍ଣ୍ଣ ସଂଯୋଗ

ଫଟୋ ଗ୍ୟାଲେରି

Copyright © SRC 2024. All rights reserved.

Created by: Inspavo Consultancy Services Pvt. Ltd